ପୁରୀ: ପୁରୀ ପୌରପାଳିକା ହେଲା ମହାନଗର ନିଗମ । ମହାନଗର ନିଗମ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି । ଜୁଲାଇ ୩ରେ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଲୋଇସିଙ୍ଘା, ଚଣ୍ଡୀଖୋଲ, ଯଶୀପୁର ଓ ବସ୍ତା ସହର ହେଲା NAC । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ବୃଦ୍ଧି ନେଇ ବିଜ୍ଞପ୍ତି ।
