ସମ୍ବଲପୁର: ସମ୍ବଲପୁର ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପାୱାର ହାଉସର ସର୍କିଟ ୨ ସିଟି ଫାଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ପାୱାର ହାଉସର ଅନେକ କେବୁଲ ଟ୍ରେଞ୍ଚରେ ନିଆଁ ଲାଗି ନଷ୍ଟ ହୋଇଯାଇଛି କେବଲ । କଣ୍ଟ୍ରୋଲ ରୁମରୁ ଆସିଥିବା ବିଭିନ୍ନ କେବୁଲରେ ନିଆଁ ଲାଗିଛି ଓ ବିଭିନ୍ନ ଯନ୍ତ୍ରାଂଶ ଜଳି ଯାଇଛି । ଯାହା ଫଳରେ ଚିପିଲିମା ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଛି । ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି ।
ତେବେ ଏହି ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଛି । ଘଟଣାସ୍ଥଳରେ ଚିପିଲିମା ପାୱାର ହାଉସର ଅଧିକାରୀ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି। ସମ୍ବଲପୁର ଚିପିଲିମା ଜଳ ବିଦ୍ୟୁତ କେନ୍ଦ୍ରରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ପାୱାର ହାଉସର ସର୍କିଟ ୨ ସିଟି ଫାଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ପାୱାର ହାଉସର ଅନେକ କେବୁଲ ଟ୍ରେଞ୍ଚରେ ନିଆଁ ଲାଗି ନଷ୍ଟ ହୋଇଯାଇଛି କେବଲ ।
କଣ୍ଟ୍ରୋଲ ରୁମରୁ ଆସିଥିବା ବିଭିନ୍ନ କେବୁଲରେ ନିଆଁ ଲାଗିଛି ଓ ବିଭିନ୍ନ ଯନ୍ତ୍ରାଂଶ ଜଳି ଯାଇଛି। ଯାହା ଫଳରେ ଚିପିଲିମା ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଛି । ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି । ତେବେ ଏହି ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଛି । ଘଟଣାସ୍ଥଳରେ ଚିପିଲିମା ପାୱାର ହାଉସର ଅଧିକାରୀ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି ।
