କୋଣାର୍କ: ବାଇକ୍ ଉପରେ ଚଢ଼ିଗଲା ବସ୍ । ଚାପି ହୋଇଗଲେ ଯୁବକ । ପୁରୀ ଜିଲ୍ଲା ଗୋପ ବଜାରରେ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଅଫିସରୁ ଘରକୁ ଫେରିବାବେଳେ ଦୁର୍ଘଟଣା ଘଟିଛି । ବାଇକ ଓ ବସକୁ ଜବତ କର ତଦନ୍ତ କରୁଛି ଗୋପ ପୋଲିସ ।
No WhatsApp Number Found!
WhatsApp us
