ପୁରୀ: ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍ । ପୁରୀ ନବକଳେବର ରୋଡରେ ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍ । ଘଟଣାସ୍ଥଳରେ ଉତ୍ତେଜନା । ଗୁରୁତର ଅବସ୍ଥାରେ ବୃଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବସକୁ ଅଟକାଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । କୁମ୍ଭାରପଡା ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା ଜାରି ।
No WhatsApp Number Found!
WhatsApp us
