ସରକାରୀ ଚାକିରି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ପାଇଁ ରେଲୱେ ପୁଣି ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । ରେଲୱେ ଭର୍ତ୍ତି ପାଇଁ ବୋର୍ଡ ଆଇସୋଲେଟେଡ୍ କ୍ୟାଟାଗୋରୀ ଅନୁସାରେ ମୋଟ୍ ୩୧୨ ଖାଲି ପଦବୀ ପାଇଁ ନୋଟିଫିକେସନ୍ ଜାରି କରିଛି । ଏହି ନିଯୁକ୍ତିରେ ଜୁନିୟର ଟ୍ରାନ୍ସଲେଟର, ଚିଫ୍ ଲ ଆସିଷ୍ଟାଣ୍ଟ, ଷ୍ଟାପ୍ ଆଣ୍ଡ୍ ୱେଲଫେୟାର ଇନସ୍ପେକ୍ଟର ସମେତ ଅନେକ ପଦବୀ ସାମିଲ ହୋଇଛି । ଆଗ୍ରହୀ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।
