ସୋର: ୧୧ କେଭି ତାର ଛିଣ୍ଡି ଜଳିଗଲା ଧାନ । ୫ ଏକର ଜମିରେ ଗଚ୍ଛିତ ଥିବା ଧାନ ଫସଲ ପୋଡି ପାଉଁଶ । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିବାରୁ ଧାନଗଦା ପୋଡ଼ି ପାଉଁଶ । ସୋର ବାହାନଗା ବ୍ଳକ ତାଳପଦା ଅଞ୍ଚଳରେ ଅଘଟଣ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
No WhatsApp Number Found!
WhatsApp us
