ଭୁବନେଶ୍ୱର : ଭୁବନେଶ୍ୱରରେ ବଲିଉଡ ଷ୍ଟାର ଅର୍ବାଜ ଖାନ । କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ନମନ କାର୍ଯ୍ୟକ୍ରମରେ ଯୋଗଦେଲେ । ଭୁବବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜୟ ଜଗନ୍ନାଥ କହିଲେ ଅରବାଜ । ପୋଲିସ ପ୍ରତି ସବୁବେଳେ ସମ୍ମାନ ରହିଛି । ମୋ ଜେଜେ ବାପା ଜଣେ ପୋଲିସ ଡିଆଇଜି ଥିଲେ । ସେଥିପାଇଁ ପୋଲିସ ପ୍ରତି ମୋର ସଦାବେଳେ ସମ୍ମାନ ରହିଛି । ଭୁବନେଶ୍ୱରରେ ପହଁଞ୍ଚିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଅରବାଜ ।
