ପୁରୀ : ପୁରୀ ଚକବନ୍ଦୀ ଅଫିସରେ ପଡ଼ିଲା ତାଲା । ପତିତପାବନ ନଗରରେ ଥିବା ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟାଳୟରେ ତୀବ୍ର ଉତ୍ତେଜନା । ...
Month: January 2026
ଅନୁଗୁଳ: ପ୍ରଭୁ ଶ୍ରୀରାମମୟ ଶିଳ୍ପନଗରୀ । ଅନୁଗୁଳରେ ପହଞ୍ଚିଲା ପ୍ରଭୁ ଶ୍ରୀରାମଙ୍କର ସୁବର୍ଣ୍ଣ ଧନୁଷ । ରାଉରକେଲା ହନୁମାନ ବାଟିକାରୁ ଆରମ୍ଭ ସ୍ବର୍ଣ୍ଣ କୋଦଣ୍ଡ...
ଭୁବନେଶ୍ୱର : ଆଜି ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗୋଟିଏ ସ୍ଥାନରେ ରହିବ ଲୋକସେବା...
ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ...
ଭୁବନେଶ୍ବର : ୨୦କୋଟି ଟଙ୍କାର ସାଇବର ଠକେଇ । କମିଶନରେଟ ପୋଲିସକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ଗିରଫ । ଏଥିରେ ବିହାରର...
ଭୁବନେଶ୍ବର : ପୁଣି ‘ଆମ ବସ୍’ରେ ଲାଗିଲା ନିଆଁ । ଭୁବନେଶ୍ବର ପଟିଆ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ । ଡିପୋରେ ଥିବା ଗୋଟିଏ...
ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସ୍ଥିତ ନାଚୁଣୀ ମହାବିଦ୍ୟାଳୟରେ ମେଗା ସ୍ବାସ୍ଥ୍ୟ ସେବା ଶିବିର । କିମ୍ସ ପକ୍ଷରୁ ଆୟୋଜିତ ଶିବିରକୁ...
ଭୁବନେଶ୍ୱର : ପୁଣି ଖସିବ ପାରଦ । ବଢ଼ିବ ଶୀତ । ଆକାଶରେ ଦୃଶ୍ୟମାନ ବାଦଲ ହଟିବା ପରେ ଆସନ୍ତାକାଲିଠୁ ପୁଣି ରାଜ୍ୟର ବିଭିନ୍ନ...
ଭୁବନେଶ୍ବର: ଦେବଦୂତ ସାଜିଲେ CISF ଯବାନ । ଅସୁସ୍ଥ ବ୍ୟକ୍ତିଙ୍କୁ ସିପିଆର ଦେଇ ବଞ୍ଚାଇଲେ ଜୀବନ । ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ CPR ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି । ୟୁନିଫର୍ମ ପଛରେ ଥିବା ଏହି ମାନବିକତା ଏବଂ କର୍ତ୍ତବ୍ୟନିଷ୍ଠା ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି । ଏହା ସହ ଚାରିଆଡୁ ଯବାନଙ୍କୁ ପ୍ରଶଂସା ମିଳିଛି । ତେବେ କଣ ଏହି ସିପଆର ? । କାର୍ଡିଓପଲମୋନାରୀ ରିସସିଟେସନ୍ (CPR) ହେଉଛି ଏକ ଜରୁରୀକାଳୀନ ଚିକିତ୍ସା ପଦ୍ଧତି । ଯାହା ହୃଦଘାତ କିମ୍ବା ଶ୍ୱାସକ୍ରିୟା ବନ୍ଦ ହୋଇଯିବା ସମୟରେ ବ୍ୟବହାର କରାଯାଏ । ଏଥିରେ ରୋଗୀର ଛାତିକୁ ବାରମ୍ବାର ଚାପ ଦିଆଯାଇଥାଏ । ଅନେକ ସମୟରେ ମୁହଁ ଦ୍ୱାରା କୃତ୍ରିମ ନିଶ୍ୱାସ ମଧ୍ୟ ଦିଆଯାଏ । ଯେପର୍ଯ୍ୟନ୍ତ ଶରୀରରେ ନିଶ୍ୱାସ ପ୍ରଶ୍ୱାସ ଏବଂ ହୃଦସ୍ପନ୍ଦନ ସ୍ଵାଭାବିକ ହୋଇନାହିଁ ସେପର୍ଯ୍ୟନ୍ତ ମସ୍ତିଷ୍କକୁ ସଚଳ ରଖିବା ଏବଂ ରକ୍ତ ସଞ୍ଚାଳନ ବଜାୟ ରଖିବା ପାଇଁ ଏହି ପ୍ରକ୍ରିୟା କରାଯାଇଥାଏ
ଚାନ୍ଦବାଲି: ମକର ମେଳାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପାଖେଇ ଆସୁଛି ଭଦ୍ରକ ଧାମରାର ପ୍ରସିଦ୍ଧ ମା ଧାମରଇଙ୍କ ମକର ମେଳା । ...
