April 15, 2026

ରାଜ୍ୟ

କାକଟପୁର: କୁହୁଡ଼ି ଯୋଗୁ ପରିବା ଚାଷ କ୍ଷତିଗ୍ରସ୍ତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବେଗୁନିଆବସ୍ତା ଗାଁରେ ବିଭିନ୍ନ ପନିପରିବା ନଷ୍ଟ ହେବା ଆରମ୍ଭ ହେଲାଣି । ବାଇଗଣ, କୋବି, ବିନ୍ସ ଆଦି ପରିବାରେ ପୋକ ଲାଗି ନଷ୍ଟ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।